Breaking News

6/recent/ticker-posts

ନଜର ପକାନ୍ତୁ ଆଜିର ଖବର ଉପରେ ।

 ଆଜିର ଖବର 

(କଳାହାଣ୍ଡି ନିୟୁଜ୍) : ୨୯/୦୫/୨୨, ରବିବାର
୧-ନବୀନଙ୍କ ପଞ୍ଚମପାଳିର ୩ବର୍ଷ ପୂର୍ତି: ମହିଳା ସଶକ୍ତିକରଣ, କ୍ରୀଡା ଭିତ୍ତିଭୂମି ଓ ମନ୍ଦିର ସୈ।ନ୍ଦର୍ଯ୍ଯ କରଣକୁ ଗୁରୁତ୍ଵ।

୨-ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ:୨୦,୬୩୧ ବେକାରଙ୍କୁ ନିଯୁକ୍ତି ଲକ୍ଷ୍ୟ।


୩-କଟକ:୭ ମାସ ମଧ୍ୟରେ ହାଇସିକ୍ଯୁରିଟ୍ ନମ୍ବର ପ୍ଲେଟ୍ ଲାଗିବ ୫୦ଲକ୍ଷ ଗାଡ଼ିରେ।


୪-Asia Cup Hockey 2022: ଜାପାନକୁ ହରାଇ ମଧୁର ପ୍ରତିଶୋଧ ନେଲା ଭାରତ, ସୁପର ୪ରେ ୨-୧ରେ ହରାଇଲା।


୫-ମାଲଗୋଦାମ ଅଞ୍ଚଳରେ ନକଲି ସସ୍‍ ବିକ୍ରୀ: ଦୋକାନ ସିଲ, ୩ ଅଟକ।


୬-ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ।


୭-ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ: ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର


୮-ପୁରୀରୁ ୭ ବନ୍ଧୁକ ବ୍ୟବସାୟୀ ଗିରଫ, ୪ ବନ୍ଧୁକ ଜବତ।


୯-୩ ଦିନ  କାଳବୈଶାଖୀ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।


୧୦-ରାଜ୍ୟର ଶ୍ରେଷ୍ଠ ପୋଷ୍ଟମ୍ୟାନ ସୋହନ ମାହୁନ୍ତ  : କରୋନା କାଳରେ କରିଥିବା ନିରନ୍ତର ସେବା ପାଇଁ ମିଳିଲା ସମ୍ମାନ।


୧୧-ରଥଯାତ୍ରା ପୂର୍ବରୁ ସବୁ ସେବାୟତ ଓ କର୍ମଚାରୀଙ୍କୁ ଦିଆଯିବ କରୋନା ଟୀକା।


୧୨-ଜୁନ୍ ୨ରୁ ଆରମ୍ଭ ହେବ +୨ ପରୀକ୍ଷା ମୁଲ୍ୟାୟନ ପ୍ରକ୍ରିୟା,ଅନଲାଇନ୍ ଓ ଅଫଲାଇନ୍ ରେ ମୁଲ୍ୟାଙ୍କନ।


୧୩-ଆସନ୍ତା ଜୁନ୍‌ ୩ରେ କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


୧୪-ରଥଯାତ୍ରା: ୩୭ ଚକ ଶେଷ, ଚାଲିଛି ଚାରି ନାହାକା ନିର୍ମାଣ।


୧୫-ନୂଆଦିଲ୍ଲୀ: ମେ’ ୩୧ ତାରିଖରେ ମିଳିବ ପିଏମ କିଷାନ  ସମ୍ମାନ ନିଧି।ଏକାଦଶ କିସ୍ତିରେ ୨୧ହଜାର କୋଟି ପ୍ରଦାନ ନେଇ ପିଏମଓଙ୍କ ସୂଚନା ।


୧୬-ନୂଆ ଦିଲ୍ଲୀ:ବିଚାରପତି ପ୍ରଦିପ କୁମାର ମହାନ୍ତିଙ୍କ ଲୋକପାଳ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ।


୧୭-ଭାରତର ସହଯୋଗକୁ ନେଇ ମୋଦୀ ସରକାରକୁ ପୁଣି ପ୍ରଶଂସା କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ।

Post a Comment

0 Comments